ಅರ್ಥ : ଅଶୁଭ ବା ଖରାପ ଲକ୍ଷଣ
							ಉದಾಹರಣೆ : 
							କୁଆଡେ ଯିବା ସମୟରେ ବିରାଡି ରାସ୍ତା କାଟିବାକୁ କୁଲକ୍ଷଣ ବିଚାର କରାଯାଇଥାଏ
							
ಸಮಾನಾರ್ಥಕ : ଅଲକ୍ଷଣ, ଅଶୁଭ ଲକ୍ଷଣ, କୁଲକ୍ଷଣ
ಇತರ ಭಾಷೆಗಳಿಗೆ ಅನುವಾದ :
अशुभ या बुरा लक्षण।
कहीं जाते समय बिल्ली का रास्ता काटना कुलक्षण माना जाता है।An unfavorable omen.
forebodingಅರ್ಥ : ଯାହା ଶୁଭ ନୁହେଁ
							ಉದಾಹರಣೆ : 
							ବିଲେଇ ରାସ୍ତା କାଟିଲେ ତାକୁ ଅଶୁଭ ବିଚାର କରାଯାଏ
							
ಸಮಾನಾರ್ಥಕ : ଅନିଷ୍ଟ, ଅମଙ୍ଗଳ, ଅରିଷ୍ଟ
ಇತರ ಭಾಷೆಗಳಿಗೆ ಅನುವಾದ :
Marked by or promising bad fortune.
Their business venture was doomed from the start.