ಅರ್ಥ : ଯେଉଁ ଶକୁନ ଅଶୁଭର ପରିଚାୟକ
							ಉದಾಹರಣೆ : 
							ରାମ ଲଙ୍କା ଉପରେ ଆକ୍ରମଣ କଲା ମାତ୍ରକେ ଲଙ୍କାରେ ଅଶୁଭ ଲକ୍ଷଣ ଦେଖାଦେଲା
							
ಸಮಾನಾರ್ಥಕ : ଅପଶକୁନ, ଅଲକ୍ଷଣ, ଅଶୁଭ ଚିହ୍ନ, ଦୁର୍ଲକ୍ଷଣ, ବିତ୍ପାତ, ମନ୍ଦ ଲକ୍ଷଣ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଅଶୁଭ ବା ଖରାପ ଲକ୍ଷଣ
							ಉದಾಹರಣೆ : 
							କୁଆଡେ ଯିବା ସମୟରେ ବିରାଡି ରାସ୍ତା କାଟିବାକୁ କୁଲକ୍ଷଣ ବିଚାର କରାଯାଇଥାଏ
							
ಸಮಾನಾರ್ಥಕ : ଅଲକ୍ଷଣ, ଅଶୁଭ, କୁଲକ୍ଷଣ
ಇತರ ಭಾಷೆಗಳಿಗೆ ಅನುವಾದ :
अशुभ या बुरा लक्षण।
कहीं जाते समय बिल्ली का रास्ता काटना कुलक्षण माना जाता है।An unfavorable omen.
foreboding