ಅರ್ಥ : ରାଜନୈତିକ ଦୃଷ୍ଟିରେ ନିର୍ମିତ ଗୋଟିଏ ବିଶେଷ କ୍ଷେତ୍ର ଯେଊଁଠାରେ ଆଶାୟୀପ୍ରାର୍ଥୀ ନିର୍ବାଚନ ଲଢିଥାନ୍ତି
							ಉದಾಹರಣೆ : 
							ବିହାର ବିଧାନସଭା ନିର୍ବାଚନରେ ସମସ୍ତ ଆସନ ଫଳାଫଳ ଜଣାପଡିଗଲାଣି
							
ಸಮಾನಾರ್ಥಕ : ସିଟ୍
ಇತರ ಭಾಷೆಗಳಿಗೆ ಅನುವಾದ :
राजनीतिक दृष्टि से निर्मित एक विशेष क्षेत्र जहाँ से प्रत्याशी चुनाव लड़ते हैं।
बिहार विधान सभा चुनाव के सभी सीटों के नतीजे आ गए हैं।ಅರ್ಥ : ଯେଉଁ ବସ୍ତୁ ଉପରେ ବସିବା କାମ ହୁଏ
							ಉದಾಹರಣೆ : 
							ଶିକ୍ଷକ ଆସିବାକ୍ଷଣି ଛାତ୍ରମାନେ ନିଜ ଆସନ ଛାଡ଼ି ଠିଆହୋଇଗଲେ
							
ಇತರ ಭಾಷೆಗಳಿಗೆ ಅನುವಾದ :
वह वस्तु जिस पर बैठा जाता हो।
गुरुजी के स्वागत में बच्चे अपना आसन छोड़कर खड़े हो गये।ಅರ್ಥ : ବସିବାର କୌଣସି ବିଶିଷ୍ଟ ଢଙ୍ଗ ବା ମୁଦ୍ରା
							ಉದಾಹರಣೆ : 
							ଖାଇବା ସମୟରେ ବସିବା ଢଙ୍ଗ ଉପରେ ଧ୍ୟାନ ଦେବା ଆବଶ୍ୟକ
							
ಸಮಾನಾರ್ಥಕ : ବସିବା ଢଙ୍ଗ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେଉଁ ବସ୍ତ୍ର ଉପରେ ବସା ଯାଏ
							ಉದಾಹರಣೆ : 
							ଗଜାନନ ଯୋଗ କରିବା ନିମନ୍ତେ ବସ୍ତ୍ରାସନ ବିଛାଉଛନ୍ତି
							
ಸಮಾನಾರ್ಥಕ : ବସ୍ତ୍ରାସନ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସମ୍ଭୋଗ ବା ମୈଥୁନ କରିବାର ପ୍ରକାର
							ಉದಾಹರಣೆ : 
							ରତିବନ୍ଧର ସଂଖ୍ୟା ଷୋହଳ ବୋଲି କୁହାଯାଏ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ଅଧିକାରୀ ଆସୀନ ହୋଇଥିବା ସ୍ଥାନ ବା ପଦ
							ಉದಾಹರಣೆ : 
							ନେତା ନିଜର ପଦବୀ ଛାଡିବାକୁ ଚାହାଁନ୍ତିନାହିଁ
							
ಇತರ ಭಾಷೆಗಳಿಗೆ ಅನುವಾದ :
वह स्थान या पद जिस पर कोई अधिकारी आसीन हो।
नेता अपनी कुर्सी छोड़ना ही नहीं चाहते।