ಅರ್ಥ : ଯିଏ କିଛି ଅପରାଧ କରିଛି
							ಉದಾಹರಣೆ : 
							ଦୁଇଜଣ ଅପରାଧୀ ପୁଲିସର ଲଢ଼େଇରେ ମରିଗଲେ
							
ಇತರ ಭಾಷೆಗಳಿಗೆ ಅನುವಾದ :
वह जिसने कोई अपराध किया हो।
दो अपराधी पुलिस मुठभेड़ में मारे गए।ಅರ್ಥ : ଯାହା ଆସାମ ସମ୍ବନ୍ଧୀୟ ବା ଆସାମର
							ಉದಾಹರಣೆ : 
							ମୋର ଜେଜେ ବହୁତ ବର୍ଷ ଆସାମରେ କଟାଇଛନ୍ତି ତେଣୁ ତାଙ୍କର ଅସମିଆ ସଂସ୍କୃତିରେ ଭଲ ଜ୍ଞାନ ରହିଛି
							
ಸಮಾನಾರ್ಥಕ : ଅସମିଆ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଆସାମୀ ଭାଷା ସଂବନ୍ଧିତ ବା ଆସାମୀ ଭାଷାର
							ಉದಾಹರಣೆ : 
							ତାର ଆସାମୀ ସାହିତ୍ୟରେ କୌଣସି ଜ୍ଞାନ ନାହିଁ
							
ಅರ್ಥ : ଆସାମରେ ରହିବା ବ୍ୟକ୍ତି
							ಉದಾಹರಣೆ : 
							ବ୍ରହ୍ମପୁତ୍ର ନଦୀକୂଳରେ ଥିବା ଆସାମୀ ଲୋକେ ନଦୀବଢ଼ିରେ ପୀଡ଼ିତ ହୁଅନ୍ତି