ಅರ್ಥ : କାହାକୁ ଅଧୀନକୁ ଆଣିବାର ପ୍ରକ୍ରିୟା
							ಉದಾಹರಣೆ : 
							ହିଂସ୍ର ପଶୁଙ୍କୁ ବଶ କରିବା ଅତି କଷ୍ଟ
							
ಸಮಾನಾರ್ಥಕ : ବଶ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ନିୟମିତ ରୂପେ କୌଣସି କଥାର ଅନୁସରଣ
							ಉದಾಹರಣೆ : 
							ସମୟର ଅଧୀନରେ ଥାଇ ଆଜି ବି ତାଙ୍କର କିଛି ଉତ୍ତର ନାହିଁ
							
ಸಮಾನಾರ್ಥಕ : ଅଧୀନ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ନିୟମ,ବିଧି,ସମୟ ଆଦି ନିୟମିତ ରୂପରେ ପାଳନ କରୁଥିବା ବ୍ୟକ୍ତି
							ಉದಾಹರಣೆ : 
							ରାଜା ବ୍ରିଟେନ ସରକାରଙ୍କ ଅଧୀନ ଥିଲେ
							
ಸಮಾನಾರ್ಥಕ : ଅଧୀନ, ଅନୁଗତ, ଶାସନାନ୍ତର୍ଗତ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେ କାହାରି ବଶରେ ଅଛି
							ಉದಾಹರಣೆ : 
							ଭାରତ ବହୁତ ଦିନଧରି ଇଂରେଜମାନଙ୍କ ଅଧୀନରେ ଥିଲା
							
ಇತರ ಭಾಷೆಗಳಿಗೆ ಅನುವಾದ :