ಅರ್ಥ : ଶର ଜାତୀୟ ଏକ ଘାସ ଯାହାର କାଣ୍ଡରେ ମିଠା ରସ ଥାଏ ଏବଂ ଯେଉଁଥିରୁ ଗୁଡ଼ ଓ ଚିନି ତିଆରି କରାଯାଏ
							ಉದಾಹರಣೆ : 
							କୃଷକ ବିଲରେ ଆଖୁରୁ ଚୋପା ଚାଞ୍ଛୁଛି
							
ಸಮಾನಾರ್ಥಕ : ଆଖୁ
ಇತರ ಭಾಷೆಗಳಿಗೆ ಅನುವಾದ :
Tall tropical southeast Asian grass having stout fibrous jointed stalks. Sap is a chief source of sugar.
saccharum officinarum, sugar cane, sugarcane