ಅರ್ಥ : ଯେଉଁ ଗୁଣ ବା ତତ୍ୱଦ୍ୱାରା କୌଣସି ବସ୍ତୁର ମହତ୍ତ୍ୱ ବା ମାନ ନିର୍ଦ୍ଧାରଣ କରାଯାଏ
							ಉದಾಹರಣೆ : 
							ସମୟର ଉପଯୋଗିତାକୁ ନ ବୁଝିପାରିବା ଲୋକ ପଶ୍ଚାତ୍ତାପ କରନ୍ତି
							
ಸಮಾನಾರ್ಥಕ : ପ୍ରୟୋଜନୀୟତା
ಇತರ ಭಾಷೆಗಳಿಗೆ ಅನುವಾದ :
वह गुण या तत्व जिसके कारण किसी वस्तु का महत्व या मान होता है।
समय की उपयोगिता को न समझनेवाले पछताते हैं।ಅರ್ಥ : କାମରେ ଆସିବାର ଯୋଗ୍ୟତା
							ಉದಾಹರಣೆ : 
							ବସ୍ତୁର ଉପଯୋଗିତା ଅନୁରୂପରେ ହିଁ ଆମକୁ ତାହାର ଚୟନ କରିବାକୁ ପଡ଼େ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଉପଯୋଗରେ ଆସିବାର ଅବସ୍ତା ବା ଭାବ
							ಉದಾಹರಣೆ : 
							ଲୋକଙ୍କର ଉପଯୋଗିତାକୁ ଧ୍ୟାନରେ ରଖି ସୁଲଭ ଶୌଚାଳୟ ନିର୍ମାଣ କରାଯାଉଅଛି
							
ಸಮಾನಾರ್ಥಕ : ଉପାଦେୟତା
ಇತರ ಭಾಷೆಗಳಿಗೆ ಅನುವಾದ :