ಅರ್ಥ : ଯେ ସାମ୍ୟବାଦକୁ ମାନେ
							ಉದಾಹರಣೆ : 
							ସମାଜବାଦୀମାନେ ସମାଜକୁ ଏକ ନୂଆ ଦିଗ ଦେଖାଇବାକୁ ଚେଷ୍ଟାକରିଥିଲେ
							
ಸಮಾನಾರ್ಥಕ : ସମାଜବାଦୀ, ସାମ୍ୟବାଦୀ
ಇತರ ಭಾಷೆಗಳಿಗೆ ಅನುವಾದ :
वह जो साम्यवाद को मानता हो।
साम्यवादियों ने समाज को एक नई दिशा देने का प्रयास किया।ಅರ್ಥ : ସାମ୍ୟବାଦର ବା ତା ସହିତ ସମ୍ବନ୍ଧିତ
							ಉದಾಹರಣೆ : 
							କେତେ ବଡ଼ ବଡ଼ ନେତା ବି ସାମ୍ୟବାଦୀ ବିଚାରଧାରା ଦ୍ୱାରା ପ୍ରଭାବିତ ହୋଇଛନ୍ତି
							
ಸಮಾನಾರ್ಥಕ : ସାମ୍ୟବାଦୀ
ಇತರ ಭಾಷೆಗಳಿಗೆ ಅನುವಾದ :
साम्यवाद का या उससे संबंधित।
कई बड़े-बड़े नेता भी साम्यवादी विचारधारा से प्रभावित हुए।Relating to or marked by communism.
Communist Party.ಅರ್ಥ : ସାମ୍ୟବାଦକୁ ମାନୁଥିବା ବ୍ୟକ୍ତି
							ಉದಾಹರಣೆ : 
							ଆଜିବି ସମାଜରେ ସାମ୍ୟବାଦୀ ବ୍ୟକ୍ତି ମାନେ କମ୍ ନାହାନ୍ତି
							
ಸಮಾನಾರ್ಥಕ : ସାମ୍ୟବାଦୀ
ಇತರ ಭಾಷೆಗಳಿಗೆ ಅನುವಾದ :