ಅರ್ಥ : ଧାରୁଆ ଅସ୍ତ୍ରଆଦିରେ କୌଣସି ବସ୍ତୁଆଦିକୁ ଦୁଇ କିମ୍ବା କେତେ ଖଣ୍ଡ କରିବା ବା କେତେ ଭାଗରେ ଅଲଗା କରିବା
							ಉದಾಹರಣೆ : 
							ମାଳୀ ଛୋଟ ଗଛଗୁଡ଼ିକୁ କାଟୁଅଛି
							
ಸಮಾನಾರ್ಥಕ : କଲମ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ତାସ ଖେଳରେ ରଙ୍ଗହୋଇଥିବା କୌଣସି ପତାଦ୍ୱାରା ଅନ୍ୟପତାକୁ ପ୍ରଭାବହୀନ କରିବା
							ಉದಾಹರಣೆ : 
							ରାମୁ ରଙ୍ଗର ପଞ୍ଚାଦ୍ୱାରା ମୋ ଟୀକାକୁ କାଟିଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
ताश के खेल में तुरुप के किसी पत्ते द्वारा किसी दूसरे पत्ते को प्रभावहीन करना।
रामू ने तुरुप के पंजे से मेरे एक्के को काटा।ಅರ್ಥ : କାହାର ମତ, ବିଚାର ବା କଥନକୁ ଭୁଲ୍ ସାବ୍ୟସ୍ତ କରିବା
							ಉದಾಹರಣೆ : 
							ସେ ମୋର କଥାକୁ ଖଣ୍ଡନ କଲା
							
ಸಮಾನಾರ್ಥಕ : ଖଣ୍ଡନ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଆଘାତ ଲଗିବାପରେ କଷ୍ଟ ହେବା
							ಉದಾಹರಣೆ : 
							ପଥରରେ ମାଡ଼ ହେବାକ୍ଷଣି ମୋ ମୁଣ୍ଡରେ ଯନ୍ତ୍ରଣା ହେବାକୁ ଲାଗିଲା
							
ಸಮಾನಾರ್ಥಕ : କଷ୍ଟହେବା, ଦରଜହେବା, ପୀଡ଼ାହେବା, ଯନ୍ତ୍ରଣା ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
चोट आदि लगने पर तक़लीफ़ होना।
पत्थर से टकराते ही मेरे सर में पीड़ा होने लगी।ಅರ್ಥ : ରସ, ଛାଲ ଆଦି ବାହାର କରିବା ପାଇଁ ଶରୀର, ଗଛ ଆଦି ଉପରେ କୌଣସି ହତିଆର ଦ୍ୱାରା ଆଘାତ କରି ତା ଉପର ଭାଗ କାଟିବା ବା ଛେଲିବା
							ಉದಾಹರಣೆ : 
							ମହେଶ ନିମ ଗଣ୍ଡିକୁ ଛେଲୁଛି
							
ಸಮಾನಾರ್ಥಕ : କ୍ଷତ କରିବା, ଛେଲିବା
ಇತರ ಭಾಷೆಗಳಿಗೆ ಅನುವಾದ :
रस, छाल आदि निकालने के लिए शरीर, पेड़-पौधे आदि पर किसी हथियार से आघात करके उसके ऊपर का भाग काटना या खुरचना।
महेश नीम के तने को पाछ रहा है।ಅರ್ಥ : କଇଁଚି ବା ସେହିପରି କୌଣସି ହତିଆରଦ୍ୱାରା କାଟିବା
							ಉದಾಹರಣೆ : 
							ମାଳି ବଗିଚାରେ ଛୋଟଗଛଗୁଡ଼ିକ ପ୍ରତି ମାସରେ କାଟେ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ତାସ ଆଦିର ଗଦାରୁ କିଛିଭାଗ ଉଠାଇ ଅଲଗା କରିବା
							ಉದಾಹರಣೆ : 
							ଯାଦୁକରର କହିବା ଅନୁସାରେ ମୁଁ ତାସକୁ କାଟିଲି
							
ಸಮಾನಾರ್ಥಕ : ଅଲଗା କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
Divide a deck of cards at random into two parts to make selection difficult.
Wayne cut.ಅರ್ಥ : କୌଣସି ଲେଖାକୁ କଲମରେ କାଟିଦେବା
							ಉದಾಹರಣೆ : 
							ଶିକ୍ଷକ ଭୁଲ ଉତ୍ତରକୁ କାଟିଦେଲେ
							
ಸಮಾನಾರ್ಥಕ : ଛକି ମାରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ନିର୍ବାହ କରିବା ବା ବିତାଇଥିବା
							ಉದಾಹರಣೆ : 
							ସେ ତାର ପିଲାଦିନ ଅତି ଗରିବ ଅବସ୍ଥାରେ କାଟିଥିଲା
							
ಸಮಾನಾರ್ಥಕ : ନିର୍ବାହ କରିବା, ବିତାଇବା
ಇತರ ಭಾಷೆಗಳಿಗೆ ಅನುವಾದ :
निर्वाह करना या व्यतीत करना।
उसने अपना बचपन बहुत गरीबी में बिताया।