ಅರ್ಥ : କାଠ, ମାଟି, ପଥରଆଦିରେ ପାଣିରଖିବା ନିମନ୍ତେ ତିଆରି ହୋଇଥିବା ଗଭୀର ପାତ୍ର
							ಉದಾಹರಣೆ : 
							କୁଣ୍ଡଟି ପାଣିରେ ଭର୍ତ୍ତି ହୋଇଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଜଳସେଚନପାଇଁ କୂଅରୁ ପାଣି ବାହାର କରିବାର ଏକ ପାତ୍ର
							ಉದಾಹರಣೆ : 
							କୃଷକ କୁଣ୍ଡଦ୍ୱାରା ପାଣି ବାହାର କରି କ୍ଷେତରେ ଜଳସେଚନ କରୁଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
सिंचाई के लिए कुएँ से पानी निकालने का एक प्रकार का डोल।
किसान कूँड़ द्वारा पानी निकाल कर खेत की सिंचाई कर रहा है।ಅರ್ಥ : ମାଟିରେ ତିଆରି ଏକ ପ୍ରକାରର ବାସନ
							ಉದಾಹರಣೆ : 
							କୁଣ୍ଡରେ ପାଣି ଗରମ କରାଯାଏ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ତରଳ ପଦାର୍ଥ ବା ଗ୍ୟାସ୍ ରଖିବାପାଇଁ ଏକ ଢାଙ୍କୁଣିବାଲା କୁଣ୍ଡ
							ಉದಾಹರಣೆ : 
							ଟାଙ୍କିରେ ପାଣି ଭର୍ତ୍ତିକରି ରଖ କାରଣ କାଲି ପାଣି ଆସିବନାହିଁ
							
ಸಮಾನಾರ್ಥಕ : ଟାଙ୍କି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଛୋଟ ନନ୍ଦିଆ
							ಉದಾಹರಣೆ : 
							ଶୀଲା ବାଛୁରୀକୁ କୁଣ୍ଡରେ ପାଣି ପେଉଛି
							
ಇತರ ಭಾಷೆಗಳಿಗೆ ಅನುವಾದ :