ಅರ್ಥ : ଯେଉଁ ମୁଖ୍ୟ ବିମାନଚାଳକ ବା ପାଇଲଟଙ୍କର ଉତ୍ତର ଦାୟିତ୍ବରେ ଉଡାଜାହାଜ ଥାଏ
							ಉದಾಹರಣೆ : 
							କ୍ୟାପଟେନ୍ ଯାତ୍ରୀମାନଙ୍କୁ ଉଡାଜାହାଜର ଉଡାଣ ସମ୍ପର୍କରେ ତଥ୍ୟ ଦେଲେ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେଉଁ ନୌସେନା ଅଧିକାରୀଙ୍କ ନିୟନ୍ତ୍ରଣରେ ଯୁଦ୍ଧପୋତ ରହେ
							ಉದಾಹರಣೆ : 
							ଜାହାଜକୁ ପୂର୍ବ ଦିଗକୁ ନେବାନିମନ୍ତେ କ୍ୟାପଟେନ୍ ଚାଳକ ଦଳକୁ କହିଲେ
							
ಇತರ ಭಾಷೆಗಳಿಗೆ ಅನುವಾದ :