ಅರ್ಥ : ମିଶି ଯାଇଥିବା ବା ଜଡ଼ିଯାଇଥିବା ବା ଲାଗି ଯାଇଥିବା ଜିନିଷ୍ଆଦିର ଅଲଗା ହେବା
							ಉದಾಹರಣೆ : 
							କମିଜର ବୋତାମ ବାହାରି ଯାଇଛି ବହିର ପତ୍ର ବାହାରି ପଡ଼ିଛି ଯୋଡ଼େଇ କାରଣରୁ କାନ୍ଥର ସିମେଣ୍ଟ ଖସି ଯାଇଛି
							
ಸಮಾನಾರ್ಥಕ : ଉଖାଡ଼ି ଯିବା, ପୃଥକ ହେବା, ବାହାରି ଯିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଚୁପ୍ହୋଇ ଚାଲିଯିବା
							ಉದಾಹರಣೆ : 
							ସେ ମୋ ପଇସା ନେଇ ଖସିଗଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଚିକ୍କଣ ହେବା କାରଣରୁ କୌଣସି ବସ୍ତୁ ନିଜ ସ୍ଥାନରେ ରହି ନପାରିବା
							ಉದಾಹರಣೆ : 
							ରାସ୍ତାରେ ଚାଲିବା ସମୟରେ ମୋ ଗୋଡ଼ ଖସିଗଲା ଓ ମୁଁ ପଡ଼ିଗଲି
							
ಸಮಾನಾರ್ಥಕ : ଖସରି ପଡ଼ିବା, ପଡ଼ିଯିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ପାସ୍ କରିବା
							ಉದಾಹರಣೆ : 
							ମୁଁ ତିନିଟା ପେପରରେ ତ ଖସିଯିବି, କିନ୍ତୁ ଚତୁର୍ଥଟା ବିଷୟରେ କିଛି କହିପାରୁନି
							
ಸಮಾನಾರ್ಥಕ : ଉତ୍ତୀର୍ଣ୍ଣହେବା, ପାସ୍ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :