ಅರ್ಥ : ନଗ୍ନ ହେବା ଅବସ୍ଥା ବା ଭାବ
							ಉದಾಹರಣೆ : 
							ଆଜିକାଲିର ସିନେମା ନଗ୍ନତାରେ ପୂର୍ଣ୍ଣ
							
ಸಮಾನಾರ್ಥಕ : ନଗ୍ନତା, ନଙ୍ଗଳା, ବସ୍ତ୍ରହୀନତା, ଲଙ୍ଗଳା
ಇತರ ಭಾಷೆಗಳಿಗೆ ಅನುವಾದ :
नग्न होने की अवस्था या भाव।
आज की फिल्में नग्नता से भरी होती हैं।ಅರ್ಥ : କିଛି ନ ଲୁଚାଇ ବା ସ୍ପଷ୍ଟ ଭାବେ
							ಉದಾಹರಣೆ : 
							ମୁଁ ଯାହା କିଛି ବି କହିବି ସ୍ପଷ୍ଟ କରି କହିବି
							
ಸಮಾನಾರ್ಥಕ : ଖୋଲାଭାବେ, ନଲୁଚାଇ, ସଫା, ସଫା-ସଫା, ସ୍ପଷ୍ଟ, ସ୍ପଷ୍ଟକରି, ସ୍ପଷ୍ଟତଃ
ಇತರ ಭಾಷೆಗಳಿಗೆ ಅನುವಾದ :
बिना कुछ छिपाए या स्पष्ट रूप से।
मैं जो कुछ भी कहूँगा, स्पष्ट कहूँगा।ಅರ್ಥ : ଯାହା ଢଙ୍କା ବା ଆବୃତ ନୁହେଁ
							ಉದಾಹರಣೆ : 
							ଖୋଲା ଜିନିଷକୁ ଢାଙ୍କି ରଖ
							
ಸಮಾನಾರ್ಥಕ : ଅନାଚ୍ଛାଦିତ, ଅନାବୃତ୍ତ, ଅଢ଼ଙ୍କା, ଆବରଣହୀନ
ಇತರ ಭಾಷೆಗಳಿಗೆ ಅನುವಾದ :
जो ढँका या आवृत न हो।
खुली वस्तुओं को ढक कर रखो।ಅರ್ಥ : ଯାହା ବନ୍ଧା ହୋଇନାହିଁ
							ಉದಾಹರಣೆ : 
							ଉନ୍ମୁକ୍ତ ପକ୍ଷୀ ଖୋଲା ଆକାଶରେ ବୁଲୁଛନ୍ତି
							
ಸಮಾನಾರ್ಥಕ : ଉନ୍ମୁକ୍ତ, ବନ୍ଧନମୁକ୍ତ, ବନ୍ଧନହୀନ, ମୁକ୍ତ
ಇತರ ಭಾಷೆಗಳಿಗೆ ಅನುವಾದ :
Not restrained or tied down by bonds.
unboundಅರ್ಥ : ଯେଉଁଥିରେ ସ୍ୱୀକାର କରିବା ବା କିଛି କରିବାର ସମ୍ଭାବନା ଥାଏ
							ಉದಾಹರಣೆ : 
							ପ୍ରଶ୍ନପାଇଁ ଏହି ବିଷୟ ଉନ୍ମୁକ୍ତ ରହିଛି
							
ಸಮಾನಾರ್ಥಕ : ଉନ୍ମୁକ୍ତ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହା ଗୁପ୍ତ ନୁହେଁ
							ಉದಾಹರಣೆ : 
							ଏହା ଖୋଲାକଥା ଏହାକୁ ଆପଣ ବି ଜାଣି ପାରନ୍ତି
							
ಇತರ ಭಾಷೆಗಳಿಗೆ ಅನುವಾದ :
Not concealed or hidden.
Her unconcealed hostility poisoned the atmosphere.