ಅರ್ಥ : ଗଜା ଉଠିଆସିବାର ଅବସ୍ଥା ବା ଭାବ
							ಉದಾಹರಣೆ : 
							ବିଲରେ ଗହମ ମଞ୍ଜି ଭଲ ଗଜା ହୋଇଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
Combining into a solid mass.
consolidationಅರ್ಥ : ମଞ୍ଜିରୁ ବାହାରିଥିବା ପ୍ରଥମ ଛୋଟ କୋମଳ କାଣ୍ଡ ଯେଉଁଥିରୁ ନୂଆ ପତ୍ର ବାହାରିଥାଏ
							ಉದಾಹರಣೆ : 
							କ୍ଷେତରେ ବୁଟରୁ ଗଜା ବାହାରି ଆସୁଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
A newly grown bud (especially from a germinating seed).
sproutಅರ್ಥ : ମଞ୍ଜି ଗଜା ହେବାର ପ୍ରକ୍ରିୟା
							ಉದಾಹರಣೆ : 
							କ୍ଷେତରେ ସବୁ ବୁଟ  ଗଜା ହୋଇନାହିଁ
							
ಸಮಾನಾರ್ಥಕ : ଅଙ୍କୁରଣ
ಇತರ ಭಾಷೆಗಳಿಗೆ ಅನುವಾದ :