ಅರ್ಥ : ଶରୀର ଭିତରେ ସନ୍ଧିସ୍ଥାନରେ ଥିବା ରସ
							ಉದಾಹರಣೆ : 
							ତାଙ୍କର କେତେକ ଗଣ୍ଠିରୁ ରସ ଶୁଖିଗଲାଣି
							
ಸಮಾನಾರ್ಥಕ : ଖଞ୍ଜା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଆଙ୍ଗୁଠିର ଗଣ୍ଠି ବା ଖଞ୍ଜା ଯେଉଁଠାରୁ ତାହା ବୁଲାଇହୁଏ
							ಉದಾಹರಣೆ : 
							ମୋ  ଆଙ୍ଗୁଠି ଗଣ୍ଠି  ଦରଜ ଅଛି
							
ಅರ್ಥ : କୌଣସି ଗଛ କାଣ୍ଡର ସେହି ଭାଗ ଯେଉଁଠାରୁ ପତ୍ର,ଶାଖା ବା ଆପେ ଆପେ ଗଛ ଜନ୍ମେ
							ಉದಾಹರಣೆ : 
							ବାଉଁଶ, ଆଖୁଆଦିରେ କେତେକ ଗଣ୍ଠି ହୋଇଥାଏ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଶରୀରରେ ଗଣ୍ଠି ରୂପରେ ଥିବା ଯେଉଁ ଅବୟବ ଶରୀରପାଇଁ ଦରକାରୀ ରସ ଉତ୍ପନ୍ନ କରେ
							ಉದಾಹರಣೆ : 
							ଶରୀରରେ ବହୁ ପ୍ରକାରର ଗ୍ରନ୍ଥି ଅଛି
							
ಸಮಾನಾರ್ಥಕ : ଗ୍ରନ୍ଥି
ಇತರ ಭಾಷೆಗಳಿಗೆ ಅನುವಾದ :
Any of various organs that synthesize substances needed by the body and release it through ducts or directly into the bloodstream.
gland, secreter, secretor, secretory organಅರ್ಥ : ଶରୀର ଯେଉଁ ଗଣ୍ଠି ବା ଜୋଡ଼ରେ ଅଙ୍ଗ ବଙ୍କାହୁଏ ବା ମୋଡ଼େ
							ಉದಾಹರಣೆ : 
							ମୋର ଆଙ୍ଗୁଳି ଗଣ୍ଠିରେ କଷ୍ଟ ହେଉଛି
							
ಸಮಾನಾರ್ಥಕ : ଅବୟବ ସନ୍ଧି, ଜୋଡ଼
ಇತರ ಭಾಷೆಗಳಿಗೆ ಅನುವಾದ :
(anatomy) the point of connection between two bones or elements of a skeleton (especially if it allows motion).
articulatio, articulation, joint