ಅರ್ಥ : ଗର୍ବରେ ବହୁତ ବଢ଼ିକରି କୁହାଯାଉଥିବା କଥା
							ಉದಾಹರಣೆ : 
							ସେ ଦିନସାରା ନିଜର ବଡ଼ାଇ  ଗପୁଥାଏ
							
ಸಮಾನಾರ್ಥಕ : ଅହଂକାର, ଅହଙ୍କାର କଥା, ଆତ୍ମଶ୍ଳାଘା, ବଡ଼ାଇ, ବଡ଼ିମା, ବଡ଼େଇ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଗର୍ବ କିମ୍ବା ଅଭିମାନ କରିବାର ପ୍ରକ୍ରିୟା
							ಉದಾಹರಣೆ : 
							ଆମକୁ ଜୀବନରେ ଏପରି ହେବା ଦରକାର ଯେ ସମସ୍ତେ ଗର୍ବ କରିବେ
							
ಇತರ ಭಾಷೆಗಳಿಗೆ ಅನುವಾದ :
फ़ख़्र या अभिमान करने की क्रिया।
हमें जीवन में ऐसा बनना चाहिए कि सब इफ़्तख़ार कर सकें।ಅರ್ಥ : ଅହଂକାର ଓ ଉଦ୍ଧତ ଭାବ
							ಉದಾಹರಣೆ : 
							ଶ୍ୟାମର ପିତା ପୁଲିସ୍ ବିଭାଗରେ କାମ କରୁଥିବାରୁ ତାର ଫୁଟାଣି ଖୁବ୍ ବେଶୀ
							
ಸಮಾನಾರ್ಥಕ : ଅହଂକାର, ଉଦ୍ଧତାମି, ଔଦ୍ଧତ୍ୟ, ଫୁଟାଣି, ରୁକ୍ଷତା
ಇತರ ಭಾಷೆಗಳಿಗೆ ಅನುವಾದ :
हेकड़ या अक्खड़ होने का भाव।
श्याम के पिता पुलिस में हैं इसलिए वह हेकड़ी दिखाता है।Overbearing pride evidenced by a superior manner toward inferiors.
arrogance, haughtiness, hauteur, high-handedness, lordlinessಅರ್ಥ : ଦର୍ପ ବା ଦମ୍ଭରେ ପୂର୍ଣ୍ଣ ହେବାର ଅବସ୍ଥା ବା ଭାବ
							ಉದಾಹರಣೆ : 
							ଆପଣଙ୍କ ଅହଂକାର କାରଣରୁ ଶ୍ରମିକମାନେ କାମ ଛାଡ଼ି ପଳେଇଗଲେ
							
ಸಮಾನಾರ್ಥಕ : ଅହଂକାର, ଦମ୍ଭ, ଦମ୍ଭପୂର୍ଣ୍ଣତା, ଦର୍ପ, ଦର୍ପପୂର୍ଣ୍ଣତା
ಇತರ ಭಾಷೆಗಳಿಗೆ ಅನುವಾದ :
दर्प या दंभ से भरे होने की अवस्था या भाव।
आपकी दर्पिता के कारण मज़दूर काम छोड़कर चले गये।Overbearing pride evidenced by a superior manner toward inferiors.
arrogance, haughtiness, hauteur, high-handedness, lordlinessಅರ್ಥ : ନିଜେ ନିଜକୁ ନିଜଠାରୁ ବହୁତ ଅଧିକ ଯୋଗ୍ୟ, ସମର୍ଥ ବା ବଢ଼ିକରି ବିଚାର କରିବା ଭାବ
							ಉದಾಹರಣೆ : 
							ଅହଂକାର ମଣିଷକୁ ନେଇ ଡୁବାଇ ଦିଏ  କେଉଁ କଥାରୁ ତୁମର ଏ ଔଦ୍ଧତ୍ୟ !
							
ಸಮಾನಾರ್ಥಕ : ଅହଂକାର, ଅହଂଭାବ, ଅହମିକା, ଔଦ୍ଧତ୍ୟ, ଦର୍ପ, ଦାମ୍ଭିକତା, ଧୃଷ୍ଟତା, ହାମବଡ଼ାପଣ
ಇತರ ಭಾಷೆಗಳಿಗೆ ಅನುವಾದ :
अपने आपको औरों से बहुत अधिक योग्य, समर्थ या बढ़कर समझने का भाव।
अहंकार आदमी को ले डूबता है।ಅರ್ಥ : କୌଣସି ବସ୍ତୁ ବା କଥା ସମ୍ପର୍କରେ ମନରେ ଉଠୁଥିବା ଏହି ଭାବ ଯାହାଦ୍ୱାରା ମହତ୍ତ୍ୱ ପ୍ରାପ୍ତି ହୁଏ ବା ଗର୍ବ କରାଯାଏ
							ಉದಾಹರಣೆ : 
							ସବୁବେଳେ ଗର୍ବରେ ଛାତି ଫୁଲେଇ ଚାଲୁଥିବା ସାହୁକାରକୁ ଆଜି ସମସ୍ତଙ୍କ ସାମ୍ନାରେ ଲଜ୍ଜିତ ହେବାକୁ ପଡ଼ିଲା ଆମେ ଆଜି ଆମ ଦେଶକୁ ନେଇ ଗର୍ବ କରୁଛୁ
							
ಸಮಾನಾರ್ಥಕ : ଅଭିମାନ
ಇತರ ಭಾಷೆಗಳಿಗೆ ಅನುವಾದ :