ಅರ್ಥ : ଦେହକୁ ସଫା କରିବାପାଇଁ ପାଣିରେ ଧୋଇବା
							ಉದಾಹರಣೆ : 
							ଜେଜେ ଶୀତ ଦିନରେ ଉଷୁମ ପାଣିରେ ଗାଧାନ୍ତି
							
ಸಮಾನಾರ್ಥಕ : ସ୍ନାନ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
शरीर साफ करने के लिए उसे जल से धोना।
दादाजी ठंड के दिनों में गुनगुने पानी से नहाते हैं।ಅರ್ಥ : ରଜୋଧର୍ମରୁ ନିବୃତ୍ତ ହେଲାପରେ ସ୍ତ୍ରୀ ସ୍ନାନ କରିବା
							ಉದಾಹರಣೆ : 
							ପ୍ରାୟ ସ୍ତ୍ରୀଲୋକମାନେ ତିନିଦିନ ପରେ ଗାଧାନ୍ତି
							
ಸಮಾನಾರ್ಥಕ : ସ୍ନାନ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ପାଣିରେ ପଶି ସ୍ନାନ କରିବା
							ಉದಾಹರಣೆ : 
							ଋଷି ପ୍ରତିଦିନ ଗଙ୍ଗା ନଦୀରେ ନିମଜ୍ଜନ ହୁଅନ୍ତି
							
ಸಮಾನಾರ್ಥಕ : ଅବଗାହନ ହେବା, ନିମଜ୍ଜନ ହେବା, ବୁଡିବା, ସ୍ନାନ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :