ಅರ್ಥ : ଯେ ଗୁଜୁରାଟର ନିବାସୀ
							ಉದಾಹರಣೆ : 
							ଗୁଜୁରାଟରେ ଆସିଥିବା ଭୂକମ୍ପ ଅନେକ ଗୁଜୁରାଟୀଙ୍କୁ ଗୃହହୀନ କରିଦେଲା
							
ಸಮಾನಾರ್ಥಕ : ଗୁଜୁରାଟ ନିବାସୀ
ಇತರ ಭಾಷೆಗಳಿಗೆ ಅನುವಾದ :
गुजरात का मूल या स्थानांतरित निवासी जिसे वहाँ की संस्कृति, धर्म, भाषा आदि विरासत में मिली हुई हो।
गुजरात में आए भूकंप ने कितने ही गुजरातियों को बेघर कर दिया।ಅರ್ಥ : ଗୁଜୁରାଟ ରାଜ୍ୟର ଭାଷା
							ಉದಾಹರಣೆ : 
							ଗୁଜୁରାଟୀ ଲୋକଙ୍କ ମଧ୍ୟରେ ରହିରହି ସେ ଗୁଜୁରାଟୀ କହିବାରେ ଲାଗିଲା
							
ಸಮಾನಾರ್ಥಕ : ଗୁଜୁରାଟୀ ଭାଷା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଗୁଜୁରାଟରେ ରହିବା ବ୍ୟକ୍ତି
							ಉದಾಹರಣೆ : 
							ଗୁଜୁରାଟୀ ଲୋକ ବହୁତ ପରିଶ୍ରମୀ
							
ಅರ್ಥ : ଯାହା ଗୁଜୁରାଟ ସମ୍ବନ୍ଧୀୟ ବା ଗୁଜୁରାଟର
							ಉದಾಹರಣೆ : 
							ନବରାତ୍ରରେ ଗୁଜୁରାଟୀ ଲୋକେ ଦାଣ୍ଡିଆ ନୃତ୍ୟ କରନ୍ତି
							
ಇತರ ಭಾಷೆಗಳಿಗೆ ಅನುವಾದ :
गुजरात का या वहाँ के निवासी, भाषा, संस्कृति इत्यादि से संबंधित।
नौरात्र में गुजराती लोग डांडिया नृत्य करते हैं।ಅರ್ಥ : ଗୁଜୁରାଟୀ ଭାଷା ସଂବନ୍ଧିତ ବା ଗୁଜୁରାଟୀ ଭାଷାର
							ಉದಾಹರಣೆ : 
							ସେ ନାରସିଂହ ମେହତାଦ୍ୱାରା ଲିଖିତ ଗୁଜୁରାଟୀ ଗ୍ରନ୍ଥ ପଢ଼ୁଛି