ಅರ್ಥ : ଗୌଡ଼ ଓ ମହ୍ଲାରର ଯୋଗରୁ ସୃଷ୍ଟି ହୋଇଥିବା ଏକ ସଙ୍କର ରାଗ
							ಉದಾಹರಣೆ : 
							ବର୍ଷାଋତୁରେ ରାତିର ଦ୍ୱିତୀୟ ପ୍ରହରରେ ଗୌଡ଼ମହ୍ଲାର ରାଗ ଗାନ କରାଯାଏ
							
ಇತರ ಭಾಷೆಗಳಿಗೆ ಅನುವಾದ :
एक संकर राग जो गौड़ और मल्लार के योग से बना है।
गौड़मल्लार वर्षाऋतु में रात के दूसरे पहर में गाया जाता है।