ಅರ್ಥ : ଜିନିଷର ସେହି ଆକାରହୀନ ଅବସ୍ଥା ଯାହାର ଘନତ୍ୱ ସବୁଠାରୁ କମ୍ ହୁଏ
							ಉದಾಹರಣೆ : 
							ବାୟୁ ଗ୍ୟାସର ମିଶ୍ରଣ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଖାଦ୍ୟ ତିଆରି,ଗାଡି ଚାଳନା ଆଦି କାମରେ ଆସୁଥିବା ଜୀବାଶ୍ମ ଇନ୍ଧନ
							ಉದಾಹರಣೆ : 
							ଆଜିକାଲି ସହରରେ ପାଇପରେ ଘରେଘରେ ଗ୍ୟାସ ଭର୍ତ୍ତି କରାଯାଉଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
खाना बनाने, गाड़ी चलाने आदि के काम में आने वाला जीवाश्म ईंधन।
आजकल शहर में नलिका से घर-घर में गैस की आपूर्ति की जाती है।ಅರ್ಥ : ପାଚନ ସଂସ୍ଥାନରେ ଅଜୀର୍ଣ୍ଣଯୋଗୁଁ ସୃଷ୍ଟି ହେଉଥିବା ବାୟୁ
							ಉದಾಹರಣೆ : 
							ପେଟରେ ଅଧିକ ଅମ୍ଳତା କାରଣରୁ ବାୟୁ ହୁଏ
							
ಸಮಾನಾರ್ಥಕ : ବାୟୁ
ಇತರ ಭಾಷೆಗಳಿಗೆ ಅನುವಾದ :