ಅರ್ಥ : ଚେସ ଖେଳରେ ଗୋଟି ଚଳାଇବାପାଇଁ କାଗଜ, କାଠଆଦି ଉପରେ ତିଆରି ହୋଇଥିବା ବିଭାଗ
							ಉದಾಹರಣೆ : 
							ସେ ଚେସ୍ର ମୋହରକୁ ଆଗ ଘରେ ରଖିଲା
							
ಸಮಾನಾರ್ಥಕ : ଗୋଟି ଘର
ಇತರ ಭಾಷೆಗಳಿಗೆ ಅನುವಾದ :
Any artifact having a shape similar to a plane geometric figure with four equal sides and four right angles.
A checkerboard has 64 squares.ಅರ್ಥ : ରୋଗଆଦିର ମୂଳ କାରଣ
							ಉದಾಹರಣೆ : 
							କାଶ ହେଉଛି ରୋଗର ଘର
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେଉଁସ୍ଥାନସହ କେହି ଭଲଭାବରେ ପରିଚିତ
							ಉದಾಹರಣೆ : 
							ଆହ୍ଲାବାଦ ମୋପାଇଁ ଘର
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କେହି ରହୁଥିବା ସ୍ଥାନ
							ಉದಾಹರಣೆ : 
							ସ୍ୱଚ୍ଛ ଓ ଖୋଲାଘର ସ୍ୱାସ୍ଥ୍ୟ ନିମନ୍ତେ ଲାଭଦାୟକ ହୋଇଥାଏ  ଏହି ଗଛ ହିଁ ଏସବୁ ପକ୍ଷୀଙ୍କ ବାସସ୍ଥାନ
							
ಸಮಾನಾರ್ಥಕ : ଆବାସ, ନିବାସ, ବାସ, ବାସସ୍ଥାନ
ಇತರ ಭಾಷೆಗಳಿಗೆ ಅನುವಾದ :
वह स्थान जहाँ कोई रहता हो।
स्वच्छ और हवादार आवास स्वास्थ्य के लिए लाभदायक होता है।Housing that someone is living in.
He built a modest dwelling near the pond.ಅರ್ಥ : ପାଚେରୀଦ୍ୱାରା ଘେରାଯାଇ ଛାଉଁଣି କରାଯାଇଥିବା ସ୍ଥାନ ଯାହା ରହିବାପାଇଁ ଉଦ୍ଦିଷ୍ଟ
							ಉದಾಹರಣೆ : 
							ଏହି ଘରେ ପାଞ୍ଚଟି କୋଠରୀ ଅଛି  ନାରୀ ନିକେତନରେ ବିଧବା ମଙ୍ଗଳା ରହେ
							
ಇತರ ಭಾಷೆಗಳಿಗೆ ಅನುವಾದ :
A dwelling that serves as living quarters for one or more families.
He has a house on Cape Cod.