ಅರ್ಥ : ଜଳାଇବାପାଇଁ ଏକାଠି କରାଯାଇଥିବା ଘଷି ଗଦା
							ಉದಾಹರಣೆ : 
							ଶୀଲା ଘଷିଗଦାକୁ ଜଳାଉଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେଉଁ ସ୍ଥାନରେ ଘଷି ଗଦା ହୋଇଥାଏ
							ಉದಾಹರಣೆ : 
							ରାମୁ ଲିଟ୍ଟୀ ରୁଟି ତିଆରି କରିବାପାଇଁ ଘଷିଗଦାରୁ ଘଷି ଆଣିବାପାଇଁ ଯାଇଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
वह स्थान जहाँ उपले जमा किए जाते हैं।
रामू लिट्टी बनने के लिए गोइँठौरा से गोहरा लाने गया है।ಅರ್ಥ : ପରା ହୋଇଥିବା ଘଷିର ଗଦା
							ಉದಾಹರಣೆ : 
							କୃଷକ ଘଷିଗଦାରୁ ଘଷି କାଢ଼ୁଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ନିଆଁ ଲଗାଇବାପାଇଁ ଥିବା ଘଷିର ଗଦା
							ಉದಾಹರಣೆ : 
							ଚାହୁଁଚାହୁଁ ଘଷିଗଦା ଜଳି ପାଉଁଶ ହୋଇଗଲା
							
ಇತರ ಭಾಷೆಗಳಿಗೆ ಅನುವಾದ :