ಅರ್ಥ : କୌଣସି ବିଶେଷ ସିଦ୍ଧାନ୍ତ, ପକ୍ଷ ବା ଦଳଆଦିର ସ୍ଲୋଗାନ ଯାହା ଲୋକମାନଙ୍କୁ ଆକୃଷ୍ଟ କରିବା ଅଭିପ୍ରାୟରେ ବ୍ୟବହୃତ ହୁଏ
							ಉದಾಹರಣೆ : 
							ସମାଜବାଦୀ କାର୍ଯ୍ୟକର୍ତ୍ତା ସରକାରଙ୍କ ବିରୋଧରେ ସ୍ଳୋଗାନ ଦେଉଥିଲେ
							
ಸಮಾನಾರ್ಥಕ : ସ୍ଳୋଗାନ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଉଚ୍ଚସ୍ତରରୁ ଦିଆଯାଇଥିବା ସୂଚନା
							ಉದಾಹರಣೆ : 
							ନିଜ ଦାବି ପୂରଣ ନହେବା କାରଣରୁ ଶ୍ରମିକ ନେତାମାନେ ହରତାଳ କରିବାକୁ ଘୋଷଣାକଲେ
							
ಇತರ ಭಾಷೆಗಳಿಗೆ ಅನುವಾದ :
A formal public statement.
The government made an announcement about changes in the drug war.ಅರ್ಥ : ସାର୍ବଜନିକ ରୂପରେ ଘୋଷଣା ହୋଇଥିବା ଆଦେଶ, ସୂଚନାଆଦି ବା କୌଣସି କୁହାଯାଇଥିବା କଥାଆଦି
							ಉದಾಹರಣೆ : 
							ସରକାର ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାକୁ ମାଗଣା କରିବାପାଇଁ ଘୋଷଣା କଲେ
							
ಇತರ ಭಾಷೆಗಳಿಗೆ ಅನುವಾದ :
A formal public statement.
The government made an announcement about changes in the drug war.