ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଛୋଟ ଢାଳ
ಉದಾಹರಣೆ : ସେ ଗୋଟିଏ ଘଡ଼ିଏ ଦୁଧ ଥରକରେ ପିଇଦେଲା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
छोटा लोटा।
ಅರ್ಥ : ମାଟିରେ ତିଆରି ଏକ ବାସନ
ಉದಾಹರಣೆ : ହାଣ୍ଡିରେ ଦୁଧ ରଖାଯାଏ
ಸಮಾನಾರ್ಥಕ : ଆଟିକା, ହାଣ୍ଡି
मिट्टी का बना एक बरतन।
ಅರ್ಥ : ଯେଉଁ ଯନ୍ତ୍ରରେ ଘଣ୍ଟା ଏବଂ ମିନିଟଆଦିର ହିସାବରୁ ସମୟ ଜଣାପଡ଼େ
ಉದಾಹರಣೆ : ସେ ବିଦେଶୀ ଘଣ୍ଟା ପିନ୍ଧିଛନ୍ତି ଆମ ଘଣ୍ଟାରେ ଏବେ ଚାରିଟା ବାଜିଛି
ಸಮಾನಾರ್ಥಕ : ଘଣ୍ଟା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
वह यंत्र जिससे घंटे और मिनट आदि के हिसाब से समय का पता लगता है।
A timepiece that shows the time of day.
ಅರ್ಥ : ମାଟିରେ ନିର୍ମିତ ଏକ ପ୍ରକାର ଆଟିକା
ಉದಾಹರಣೆ : ତେଲ,ଘିଅ ଆଦି ଗରମ କରିବାପାଇଁ ଘଡ଼ି ବ୍ୟବହାର କରାଯାଏ
मिट्टी का बना एक प्रकार का बर्तन।
ಅರ್ಥ : ଷାଠିଏ କ୍ଷଣ ବା ଚବିଶ ମିନିଟ୍ ସମୟ
ಉದಾಹರಣೆ : ଆଜି ରାତିରେ ପିଲାଟି ଗୋଟିଏ ଘଡ଼ି ବି ଶୋଇଲା ନାହିଁ
ಸಮಾನಾರ್ಥಕ : ଦଂଡ଼େ, ଦଣ୍ଡ
साठ पल या चौबीस मिनट का समय।
ಸ್ಥಾಪನೆ