ಅರ್ಥ : ଚନ୍ଦ୍ର ଉପରେ ବିନ୍ଦୁ ଲଗାଇ ଯେଉଁ ଚିହ୍ନ କୌଣସି ଅନୁନାସିକ ବର୍ଣ୍ଣ ଉପରେ ଦିଆଯାଏ
							ಉದಾಹರಣೆ : 
							ପାଉଁଶରେ ଉ ଉପରେ ଦିଆଯାଇଥିବା ଚିହ୍ନକୁ ହିଁ ଚନ୍ଦ୍ରବିନ୍ଦୁ କହନ୍ତି
							
ಸಮಾನಾರ್ಥಕ : ଚଂଦ୍ରବିଂଦୁ
ಇತರ ಭಾಷೆಗಳಿಗೆ ಅನುವಾದ :
चंद्र के ऊपर बिंदु लगा वह चिन्ह जो किसी अनुनासिक वाले वर्ण के ऊपर बनाया जाता है।
आँख में आ के ऊपर लगे हुए चिन्ह को ही चंद्रबिंदु कहते हैं।ಅರ್ಥ : ଅନୁନାସିକର ଚିହ୍ନ
							ಉದಾಹರಣೆ : 
							ଆଜିକାଲି ଲୋକମାନେ ଚନ୍ଦ୍ରବିନ୍ଦୁ ସ୍ଥାନରେ ଅନୁସ୍ବାର ପ୍ରୟୋଗ କରିଥାନ୍ତି
							
ಇತರ ಭಾಷೆಗಳಿಗೆ ಅನುವಾದ :
अनुनासिक का चिह्न।
आजकल लोग अर्द्धचन्द्र के स्थान पर बिंदु का प्रयोग करने लगे हैं।