ಅರ್ಥ : ରୋଗ ଦୂର କରିବାର ଉପାୟ ବା ପ୍ରକ୍ରିୟା
							ಉದಾಹರಣೆ : 
							ଗାଁର ରୋଗୀମାନଙ୍କୁ ଚିକିତ୍ସାପାଇଁ ସହର ଯିବାକୁ ପଡ଼ିଥାଏ  ଏହି ରୋଗର ପ୍ରତିକାର କଣ ହେବ?
							
ಸಮಾನಾರ್ಥಕ : ଉପଚାର, ଡାକ୍ତରୀ ଚିକିତ୍ସା, ରୋଗ ପ୍ରତିକାରକ, ରୋଗଉପଚାର
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଚିକିତ୍ସକଙ୍କ କାମ ବା ପେଶା
							ಉದಾಹರಣೆ : 
							ସେ ଚିକିତ୍ସା କରି ତାଙ୍କ ପରିବାର ଭରଣପୋଷଣ କରନ୍ତି
							
ಸಮಾನಾರ್ಥಕ : ଡାକ୍ତରି
ಇತರ ಭಾಷೆಗಳಿಗೆ ಅನುವಾದ :
The learned profession that is mastered by graduate training in a medical school and that is devoted to preventing or alleviating or curing diseases and injuries.
He studied medicine at Harvard.