ಅರ್ಥ : ଔଷଧ କାମରେ ଲାଗୁଥିବା ଗୋଟିଏ ଗଛ
							ಉದಾಹರಣೆ : 
							ଚିତାରେ କେତେପ୍ରକାରର ଔଷଧ ତିଆରି ହୁଏ
							
ಇತರ ಭಾಷೆಗಳಿಗೆ ಅನುವಾದ :
Any plumbaginaceous plant of the genus Plumbago.
plumbagoಅರ್ಥ : ବିଲେଇ ଜାତିର ଗୋଟିଏ ହିଂସ୍ର ଜଙ୍ଗଲୀ ପଶୁ
							ಉದಾಹರಣೆ : 
							ଚିତାବାଘ ଖୁବ ଜୋରରେ ଦୌଡ଼ିପାରିବା ପଶୁ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଶବ ଜଳାଯାଉଥିବା ବଛାବଛା କାଠର ଗଦା
							ಉದಾಹರಣೆ : 
							ଆଜିର ପରିବେଶ ଦେଖି ଏଭଳି ଲାଗୁଛି ଯେ ଗାନ୍ଧିଙ୍କ ଚିତା ସହିତ ହିଁ ଆପଣାଆପଣା ମଧ୍ୟରେ ସଦ୍ଭାବ,  ପ୍ରେମ,ଅହିଂସା ସବୁକିଛି ଜଳି ପାଉଁଶ ହୋଇଗଲାଣି
							
ಇತರ ಭಾಷೆಗಳಿಗೆ ಅನುವಾದ :