ಅರ್ಥ : ଚିହ୍ନିପାରିବାର ପ୍ରକ୍ରିୟା ବା ଭାବ
							ಉದಾಹರಣೆ : 
							ତମ୍ବାକୁ ଚିହ୍ନିବା ପ୍ରସ୍ତର ଯୁଗରୁ ହିଁ ହେଇଯାଇଥିଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
The process of recognizing something or someone by remembering.
A politician whose recall of names was as remarkable as his recognition of faces.ಅರ್ಥ : କୌଣସି ବ୍ୟକ୍ତି, ବସ୍ତୁ ଆଦି ସହ ପୂର୍ବରୁ ପରିଚିତ ହେବା
							ಉದಾಹರಣೆ : 
							ମୁଁ ତାକୁ ଗତ ଦଶ ବର୍ଷ ହେଲା ଜାଣିଛି
							
ಸಮಾನಾರ್ಥಕ : ଜାଣିବା
ಇತರ ಭಾಷೆಗಳಿಗೆ ಅನುವಾದ :
Be familiar or acquainted with a person or an object.
She doesn't know this composer.ಅರ್ಥ : କୌଣସି ଗୁଣକୁ ଦର୍ଶାଇବା ବା ଯେପରି କଲେ କାହାରି ମହତ୍ତ୍ୱ,ଗୁଣ ଆଦି ପ୍ରକାଶିତ ହୁଏ
							ಉದಾಹರಣೆ : 
							ବେଶପୋଷାକରୁ ଯେ ମଣିଷକୁ ଚିହ୍ନିବା, ମୁଁ ଏକଥା ମାନିବିନାହିଁ
							
ಸಮಾನಾರ್ಥಕ : ଜାଣିବା
ಇತರ ಭಾಷೆಗಳಿಗೆ ಅನುವಾದ :
* गुण दर्शाना या ऐसा करना कि किसी का महत्त्व, गुण आदि झलके।
मैं नहीं मानता कि कपड़े से आदमी की पहचान होती है।