ಅರ್ಥ : ସୈନିକମାନଙ୍କ ରହିବାପାଇଁ ସ୍ଥାନ
							ಉದಾಹರಣೆ : 
							ଏହା ଗୋର୍ଖା ରେଜିମେଣ୍ଟର ଛାଉଣୀ
							
ಸಮಾನಾರ್ಥಕ : ଶିବିର, ସୈନିକ ଶିବିର
ಇತರ ಭಾಷೆಗಳಿಗೆ ಅನುವಾದ :
Temporary living quarters specially built by the army for soldiers.
Wherever he went in the camp the men were grumbling.ಅರ್ಥ : ଗୋଟିଏ ଶିବିରରେ ଏକ ସାଥୀରେ ରହୁଥିବା ଲୋକସମୂହ
							ಉದಾಹರಣೆ : 
							ଶ୍ୟାମର ଥଟ୍ଟାମଜା ଶୁଣି ସାରା ଶିବିର ହସରେ ଫାଟିପଡ଼ିଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କନା, ଅଖା,ପଲିଥିନଆଦିରେ ତିଆରି ହୋଇଥିବା ସଂରଚନା ଯାହାକୁ ଖୁମ୍ବଆଦି ସହାୟତାରେ ଟାଣି ମେଲେଇ ଦିଆଯାଏ
							ಉದಾಹರಣೆ : 
							ଏନ.ସି.ସିର ପିଲାମାନେ ନିଜ ନିଜର ତମ୍ବୁ ପକାଉଛନ୍ତି
							
ಸಮಾನಾರ್ಥಕ : ତମ୍ବୁ
ಇತರ ಭಾಷೆಗಳಿಗೆ ಅನುವಾದ :
A portable shelter (usually of canvas stretched over supporting poles and fastened to the ground with ropes and pegs).
He pitched his tent near the creek.ಅರ್ಥ : ଏହି ସ୍ଥାନ ଯେଉଁଠି ଅସ୍ଥାୟୀ ଭାବରେ କେତେକ ଲୋକ କୌଣସି ବିଶେଷ କାର୍ଯ୍ୟ ବା ଉଦ୍ଦେଶ୍ୟରେ ମିଳିତ ହୋଇଥାନ୍ତି
							ಉದಾಹರಣೆ : 
							ମୋତିଆବିନ୍ଦୁର ମାଗଣା ଚିକିତ୍ସା କରିବାପାଇଁ ଡାକ୍ତରମାନେ ଦଶଦିନିଆ ଶିବିରର ଆୟୋଜନ କରିଛନ୍ତି
							
ಇತರ ಭಾಷೆಗಳಿಗೆ ಅನುವಾದ :
A site where people on holiday can pitch a tent.
bivouac, campground, camping area, camping ground, camping site, campsite, encampment