ಅರ್ಥ : କୌଣସି ବସ୍ତୁ କିମ୍ବା ପ୍ରାଣୀଙ୍କଠାରୁ ସଂବନ୍ଧ ଛିନ୍ନ କରିବାର କ୍ରିୟା ବା ଭାବ
							ಉದಾಹರಣೆ : 
							ସ୍ତ୍ରୀ ତଥା ପିଲାମାନଙ୍କୁ ପରିତ୍ୟାଗ କରିବାପରେ ସେ କେବେ ସୁଖୀ ହୋଇ ରହି ପାରିଲା ନାହିଁ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କମ୍ ହେବାର ପ୍ରକ୍ରିୟା
							ಉದಾಹರಣೆ : 
							ବଢ଼ିଗ୍ରସ୍ତ ଲୋକମାନେ ପାଣି କମିବା ଦେଖି ଖୁସି ହେଲେ
							
ಸಮಾನಾರ್ಥಕ : କମିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଜଣକୁ କିଛି ଦାୟିତ୍ୱ ଦେବା ବା କାହା ଜିମାରେ ରଖିବା
							ಉದಾಹರಣೆ : 
							ମୁଁ ଏହି କାମ  ଆପଣଙ୍କ ଜିମା ଦେଲିମୁଁ ଏହି କାମ ଆପଣଙ୍କ ଉପରେ ଛାଡ଼ିଲି
							
ಸಮಾನಾರ್ಥಕ : ଜିମା ଦେବା, ଦାୟିତ୍ୱ ଦେବା
ಇತರ ಭಾಷೆಗಳಿಗೆ ಅನುವಾದ :
जिम्मेदारी देना या किसी के जिम्मे करना।
मैं यह काम आपको सौंपता हूँ।ಅರ್ಥ : ଭୁଲରେ କୌଣସି ବସ୍ତୁ କେଉଁଠି ଛାଡ଼ିଦେବା
							ಉದಾಹರಣೆ : 
							ଆଜି ମୁଁ ଚାବି ଘରେ ଭୁଲି ଆସିଛି
							
ಸಮಾನಾರ್ಥಕ : ଭୁଲିଯିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଚାକିରିରୁ ବାହାର କରିବା
							ಉದಾಹರಣೆ : 
							ମୁଁ ମୋ ପୁରୁଣା ଚାକରାଣୀକୁ ଛାଡ଼ିଦେଲି
							
ಸಮಾನಾರ್ಥಕ : ଛଟେଇ କରିବା, ବର୍ଜନ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
Remove from a position or an office.
removeಅರ್ಥ : ନିଜ ମୁଠାରୁ ଅଲଗା କରିବା କିମ୍ବା ବନ୍ଧନରୁ ମୁକ୍ତ କରିବା
							ಉದಾಹರಣೆ : 
							ସେ ପିଞ୍ଜରାରେ ଥିବା ପକ୍ଷୀମାନଙ୍କୁ ମୁକ୍ତ କରିଦେଲେ
							
ಸಮಾನಾರ್ಥಕ : ଖୋଲିବା, ବନ୍ଧନରୁ ମୁକ୍ତ କରିବା, ମୁକ୍ତ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
अपनी पकड़ से अलग या बंधन से मुक्त करना।
उसने पिंजरे में बंद पक्षियों को आज़ाद किया।ಅರ್ಥ : ନିଜ ସଙ୍ଗରେ ନ ରଖିବା ବା ଅନ୍ୟ କେଉଁଠି ରଖିବା, ଛାଡ଼ିବା ବା ରହିବାକୁ ଦେବା
							ಉದಾಹರಣೆ : 
							ସେ ମୋତେ ମେଳାରେ ହିଁ ଛାଡ଼ିଦେଲା
							
ಸಮಾನಾರ್ಥಕ : ଦୂରେଇଦେବା
ಇತರ ಭಾಷೆಗಳಿಗೆ ಅನುವಾದ :
Go and leave behind, either intentionally or by neglect or forgetfulness.
She left a mess when she moved out.ಅರ್ಥ : କାହାରି ପିଛା କରିବାପାଇଁ ଅନ୍ୟକୁ ତା ପଛରେ ଲଗାଇବା
							ಉದಾಹರಣೆ : 
							ପୋଲିସ ଚୋରକୁ ଧରିବାପାଇଁ ତା ପଛରେ କୁକୁର ଛାଡ଼ିଲା
							
ಸಮಾನಾರ್ಥಕ : ପଛରେ ଲଗାଇବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी का पीछा करने के लिए किसी को उसके पीछे लगाना।
पुलिस ने चोर को पकड़ने के लिए उसके पीछे कुत्ते छोड़े।ಅರ್ಥ : ଛାଡ଼ି ଯିବା
							ಉದಾಹರಣೆ : 
							ଆଜି ସକାଳେ ହିଁ ତାର ଜ୍ୱର ଛାଡ଼ିଲା ଘଣ୍ଟେ ପରେ ମନୋଜର ନିଶା ଛାଡ଼ିଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବଞ୍ଚାଇକରି ରଖିବା
							ಉದಾಹರಣೆ : 
							ମୁଁ ଆପଣଙ୍କ ପାଇଁ ଖଣ୍ଡେ କେକ୍ ଛାଡ଼ି ଦେଇଛି
							
ಇತರ ಭಾಷೆಗಳಿಗೆ ಅನುವಾದ :