ಅರ್ಥ : ଦାଗ, ମଇଳା ଆଦି ସଫା କରିବା
							ಉದಾಹರಣೆ : 
							ମାଆ ଲୁଗାରେ ଲାଗିଥିବା ଦାଗ ଛଡ଼ାଉଛନ୍ତି
							
ಸಮಾನಾರ್ಥಕ : ସଫାକରିବା
ಇತರ ಭಾಷೆಗಳಿಗೆ ಅನುವಾದ :
Make clean by removing dirt, filth, or unwanted substances from.
Clean the stove!.ಅರ್ಥ : ଅଭ୍ୟାସ ଆଦି ଦୂର କରିବା
							ಉದಾಹರಣೆ : 
							ମୁଁ ମୋ ଝିଅକୁ ଆଙ୍ଗୁଠି ଚାଟିବା ଅଭ୍ୟାସକୁ ବଡ଼ କଷ୍ଟରେ ଛଡ଼ାଇଲି
							
ಸಮಾನಾರ್ಥಕ : କାଢ଼ିନେବା, ଦୂର କରାଇବା, ବନ୍ଦ କରାଇବା
ಇತರ ಭಾಷೆಗಳಿಗೆ ಅನುವಾದ :