ಅರ್ಥ : ଗର୍ଭରୁ ପିଲା ପ୍ରସବ ହେବା
							ಉದಾಹರಣೆ : 
							ସେ ସାତଟି ପିଲା ଜନ୍ମ କଲା କିନ୍ତୁ ଗୋଟିଏ ବି ସୁପାତ୍ର ହେଲା ନାହିଁ
							
ಸಮಾನಾರ್ಥಕ : ଉତ୍ପନ୍ନ କରିବା, ଜନ୍ମ ଦେବା, ପ୍ରସବ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ପଶୁମାନଙ୍କ ଗର୍ଭରୁ ଛୁଆ ବାହାରିବା ବା ଉତ୍ପନ୍ନ କରିବା
							ಉದಾಹರಣೆ : 
							ସକାଳୁ ସକାଳୁ ହିଁ ଗାଈଟି ଭଲ ବାଛୁରିଟିଏ ଜନ୍ମକରିଛି
							
ಸಮಾನಾರ್ಥಕ : ଜନ୍ମଦେବା, ବାଛୁରି ପକେଇଛି, ବେଇଛି
ಇತರ ಭಾಷೆಗಳಿಗೆ ಅನುವಾದ :