ಅರ್ಥ : ଜମିବା ବା ଜମାଇବାର କ୍ରିୟା ବା ଭାବ
							ಉದಾಹರಣೆ : 
							ଦହି ଭଲ ଭାବେ ବସିଛି  କାନ୍ଥ ଉପରେ ଶିଉଳି ଜମା ହୋଇଛି
							
ಸಮಾನಾರ್ಥಕ : ବସିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବିଚାର ବା ସ୍ୱଭାବରେ ସମାନତା କାରଣରୁ ମେଳ ବା ନିର୍ବାହ ହେବା
							ಉದಾಹರಣೆ : 
							ଆଜିକାଲି ସେ ଦୁଇଜଣଙ୍କ ମଧ୍ୟରେ ଭଲ ଜମୁଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
Have smooth relations.
My boss and I get along very well.ಅರ್ಥ : ତରଳ ପଦାର୍ଥ କଠିନ କିମ୍ବା ଗାଢ଼ା ହେବା
							ಉದಾಹರಣೆ : 
							ପାହାଡ଼ ଉପରେ ବରଫ ଜମାହୋଇଅଛି
							
ಸಮಾನಾರ್ಥಕ : ଗଦାହେବା
ಇತರ ಭಾಷೆಗಳಿಗೆ ಅನುವಾದ :
Change from a liquid to a solid when cold.
Water freezes at 32 degrees Fahrenheit.ಅರ್ಥ : ସମାରୋହଆଦିର କାମ ଆନନ୍ଦପୂର୍ବକ ଓ ଭଲଭାବେ ସମ୍ପନ୍ନ ହେବା
							ಉದಾಹರಣೆ : 
							କାଲିର ସଂଗୀତ କାର୍ଯ୍ୟକ୍ରମ ଖୁବ ଜମିଲା
							
ಸಮಾನಾರ್ಥಕ : ରଙ୍ଗାରଙ୍ଗ ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କାମକୁ ଭଲଭାବରେ ଚଳନ ଯୋଗ୍ୟ କରିବା
							ಉದಾಹರಣೆ : 
							ତାର ବେପାର ଜମିଗଲାଣି
							
ಇತರ ಭಾಷೆಗಳಿಗೆ ಅನುವಾದ :
Become settled or established and stable in one's residence or life style.
He finally settled down.ಅರ್ಥ : (ଭଲ ଭାବରେ) ସ୍ଥିର ହେବା ବା ଏକ ସ୍ଥିତିରେ ହେବା
							ಉದಾಹರಣೆ : 
							ଟାଇଲ ଏବେ ଚଟାଣ ଉପରେ ବସିଗଲା
							
ಸಮಾನಾರ್ಥಕ : ବସିବା
ಇತರ ಭಾಷೆಗಳಿಗೆ ಅನುವಾದ :
Settle into a position, usually on a surface or ground.
Dust settled on the roofs.ಅರ್ಥ : କୌଣସି ଏକ ସ୍ଥାନରେ ଏକତ୍ରିତ ହେବା
							ಉದಾಹರಣೆ : 
							ସବୁ ପିଲା ପଡ଼ିଆରେ ରୁଣ୍ଡ ହେଉଛନ୍ତି ଖାଲରେ ପାଣି ଜମିଛି
							
ಸಮಾನಾರ್ಥಕ : ଏକତ୍ରିତ ହେବା, ଏକାଠି ହେବା, ରୁଣ୍ଡହେବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी एक जगह पर इकट्ठा होना।
सभी बच्चे मैदान में इकट्ठे हो रहे हैं।Collect or gather.
Journals are accumulating in my office.ಅರ್ಥ : ଗୋଟିଏ ପଦାର୍ଥ ଅନ୍ୟ ପଦାର୍ଥ ଉପରେ ଦୃଢ଼ପୂର୍ବକ ବସିଯିବା
							ಉದಾಹರಣೆ : 
							ଛାତ ସିଢ଼ିରେ ଶିଉଳି ଜମିଛି
							
ಸಮಾನಾರ್ಥಕ : ବସିବା
ಇತರ ಭಾಷೆಗಳಿಗೆ ಅನುವಾದ :
Settle into a position, usually on a surface or ground.
Dust settled on the roofs.