ಅರ್ಥ : ବିଜୟାଦଶମୀ ଦିନ ବ୍ରାହ୍ମଣମାନଙ୍କଦ୍ୱାରା ଆଶୀର୍ବାଦ ସ୍ୱରୂପ ଦିଆଯାଉଥିବା ଯଅ ଅଙ୍କୁର
							ಉದಾಹರಣೆ : 
							ନବରାତ୍ରିରେ ଡେଉଁରିଆରେ ଜୟନ୍ତୀ ଭର୍ତ୍ତିକରି ପିଲାମାନଙ୍କୁ ପିନ୍ଧାଯାଏ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ସଂସ୍ଥାର ଜନ୍ମତିଥି କିମ୍ବା କୌଣସି ମହତ୍ୱପୂର୍ଣ କାର୍ଯ୍ୟ ଆରମ୍ଭର ବାର୍ଷିକ ତିଥିରେ ପାଳିତ ହେଉଥିବା ଉତ୍ସବ
							ಉದಾಹರಣೆ : 
							ଏ ସଂସ୍ଥା ଆଜି ନିଜର ରଜତ ଜୟନ୍ତୀ ପାଳନ କରୁଅଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
A special anniversary (or the celebration of it).
jubileeಅರ್ಥ : ଉତ୍ସବ ରୂପରେ ପାଳନ କରାଯାଉଥିବା କୌଣସି ପ୍ରସିଦ୍ଧ ବ୍ୟକ୍ତିଙ୍କ ଜନ୍ମଦିନ
							ಉದಾಹರಣೆ : 
							ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ଅକ୍ଟୋବର ଦୁଇ ତାରିଖରେ ପାଳନ କରାଯାଏ
							
ಇತರ ಭಾಷೆಗಳಿಗೆ ಅನುವಾದ :