ಅರ್ಥ : କିଛି ଝରକାରେ ଆଲୁଅ, ଧୂଳିଆଦି ରୋକିବାପାଇଁ ଟଙ୍ଗା ଯାଇଥିବା ଏକ ପ୍ରକାର ପତଳା ଟାଣ ପଟାର ଗଢ଼ଣ
							ಉದಾಹರಣೆ : 
							ଆଲୁଅ ଏବଂ ପବନ ଆସିବା ନିମନ୍ତେ ଏଠିସେଠି ଝିଲିମିଲିକୁ ଝୁଲାଇ ଦିଆଯାଇଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
अनेक पतली आड़ी पटरियों का ढाँचा जो कुछ किवाड़ों में प्रकाश, धूल आदि रोकने के लिए जड़ा होता है।
प्रकाश और हवा आने के लिए झिलमिली को इधर-उधर सरकाया जा सकता है।ಅರ್ಥ : କୃତ୍ରିମ ଆଭା ବା ଦୀପ୍ତି
							ಉದಾಹರಣೆ : 
							ମୋତେ ବେଶି ଚକଚକିଆ ପସନ୍ଦ ନୁହେଁ
							
ಸಮಾನಾರ್ಥಕ : ଚକଚକିଆ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେଉଁଥିରେ ପତଳା ଆବରଣ ଅଛି
							ಉದಾಹರಣೆ : 
							ସେ ନୂଆ ଜିନିଷଗୁଡ଼ିକ ଉପରେ ଝିଲିମିଲି ଲୁଗା ଢାଙ୍କି ରଖିଛନ୍ତି
							
ಸಮಾನಾರ್ಥಕ : ଚକଚକିଆ
ಇತರ ಭಾಷೆಗಳಿಗೆ ಅನುವಾದ :