ಅರ್ಥ : ଭାରୀ ବସ୍ତୁଆଦିକୁ ଦୀର୍ଘସ୍ଥାୟୀକରି ରଖିବାପାଇଁ ତା ତଳେ ଲଗାଯାଉଥିବା କାଠ
							ಉದಾಹರಣೆ : 
							କଦଳୀ ଗଛ ଫଳ ଭାରରେ ନଇଁ ପଡ଼ୁଛି ତାକୁ ଢେଙ୍କା ଲଗାଅ
							
ಇತರ ಭಾಷೆಗಳಿಗೆ ಅನುವಾದ :
A support placed beneath or against something to keep it from shaking or falling.
propಅರ್ಥ : ଏକ ବିଶେଷ କାର୍ଯ୍ୟପାଇଁ କାଠନିର୍ମିତ ଥଣ୍ଟ ଆକାରର ପ୍ରାୟ ଦୁଇତିନି ଫୁଟ ଲମ୍ବ କାଠଖଣ୍ଡ
							ಉದಾಹರಣೆ : 
							ଘରର ବାହାରପଟ କାନ୍ଥରେ ଚାଳକୁ ଆଶ୍ରୟ ଦେବାପାଇଁ ଢିରା ଲଗାଯାଏ
							
ಸಮಾನಾರ್ಥಕ : ଅବଲମ୍ବନ ଯଷ୍ଟି, ଠିଅ, ଠେସ
ಇತರ ಭಾಷೆಗಳಿಗೆ ಅನುವಾದ :