ಅರ್ಥ : ଯେଉଁ ସ୍ଥାନରୁ ତିନି ଆଡ଼କୁ ଯିବାପାଇଁ ରାସ୍ତା ଥାଏ
							ಉದಾಹರಣೆ : 
							ଏହି ତିନିଛକିରେ ତାଙ୍କ ଚା ଦୋକାନ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ତିନୋଟି ରାସ୍ତା ମିଳିଥିବା ସ୍ଥାନ
							ಉದಾಹರಣೆ : 
							ସେ ତ୍ରିଛକି ଉପରେ ଗୋଟିଏ ଛୋଟ ପାନ ଦୋକାନ ଖୋଲିଛି
							
ಸಮಾನಾರ್ಥಕ : ତେଛକି, ତେମୁହାଣୀ, ତ୍ରିଛକି
ಇತರ ಭಾಷೆಗಳಿಗೆ ಅನುವಾದ :
वह स्थान जहाँ तीन रास्ते मिलते हैं।
उसने तिराहे पर एक छोटी पान की दुकान खोल रखी है।