ಅರ್ಥ : ଯାହା ମଝିରୁ ଏପାଖ ସେପାଖ ଝୁଙ୍କିଛି ବା ବୁଲିପଡ଼ିଛି
							ಉದಾಹರಣೆ : 
							ଏହି ମନ୍ଦିରକୁ ଯିବାର ରାସ୍ତା ତେଢ଼ା
							
ಸಮಾನಾರ್ಥಕ : କୁଞ୍ଚିତ, ତେଢ଼ା ମେଢ଼ା, ବଙ୍କା
ಇತರ ಭಾಷೆಗಳಿಗೆ ಅನುವಾದ :
जो बीच में इधर-उधर झुका या घूमा हो।
इस मन्दिर पर जाने का रास्ता घुमावदार है।ಅರ್ಥ : ଯିଏ ସମାନାନ୍ତର ବା ସିଧା ନୁହେଁ
							ಉದಾಹರಣೆ : 
							ଶୀଘ୍ର ସହର ପହଞ୍ଚିବାପାଇଁ ଆମକୁ ବଙ୍କା ରାସ୍ତାଦେଇ ଯିବାକୁ ପଡ଼ିବ  ସେ ନିଜର ଉତ୍ତରପୁସ୍ତିକା ଉପରେ ବଙ୍କା ରେଖା ଟାଣୁଅଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହା କୂଟତାରେ ଭରା ବା ଯାହା ବହୁତ କଠିନ
							ಉದಾಹರಣೆ : 
							ଯୁଧିଷ୍ଠିର ଯକ୍ଷଙ୍କ କୂଟ ପ୍ରଶ୍ନର ଉତ୍ତର ଦେଇ ନିଜ ଭାଇମାନଙ୍କୁ ବଞ୍ଚାଇଲେ
							
ಸಮಾನಾರ್ಥಕ : କଠିନ, କୂଟ, କୂଟତାପୂର୍ଣ୍ଣ, ଗମ୍ଭୀର, ଗୁଢ଼, ଜଟିଳ
ಇತರ ಭಾಷೆಗಳಿಗೆ ಅನುವಾದ :
Difficult to analyze or understand.
A complicated problem.