ಅರ್ಥ : ସନ୍ତୁଷ୍ଟ ବା ତୃପ୍ତ କରିବା ଯୋଗ୍ୟ
							ಉದಾಹರಣೆ : 
							ବ୍ରାହ୍ମଣ ଯଜମାନକୁ ତୋଷଣୀୟ ସାମଗ୍ରୀଗୁଡ଼ିକର ତାଲିକା ଧରାଇଦେଲେ
							
ಸಮಾನಾರ್ಥಕ : ତୃପ୍ତିକାରକ, ତୋଷଣୀୟ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସୁଖ ସମ୍ବନ୍ଧୀୟ ବା ସୁଖକର
							ಉದಾಹರಣೆ : 
							ସଂସାରରେ ସମସ୍ତେ ସୁଖକର ଦ୍ରବ୍ୟ ଉପାର୍ଜନରେ ଲାଗିପଡ଼ିଛନ୍ତି
							
ಸಮಾನಾರ್ಥಕ : ତୃପ୍ତିକାରକ, ତୋଷଣୀୟ, ସୁଖକର
ಇತರ ಭಾಷೆಗಳಿಗೆ ಅನುವಾದ :