ಅರ್ಥ : ସମାଜର ଯେଉଁ ବର୍ଗର ଲୋକେ ସମସ୍ତଙ୍କଠାରୁ ନୀଚ ଭାବରେ ଗ୍ରହଣୀୟ ହୋଇଥାନ୍ତି ଅଥବା ଯେଉଁମାନେ ଦୁଃଖି ଏବଂ ଯେଉଁମାନଙ୍କୁ ଉଚ୍ଚ ବର୍ଗର ଲୋକେ ଉନ୍ନତି କରିବାପାଇଁ ଦିଅନ୍ତି ନାହିଁ
							ಉದಾಹರಣೆ : 
							ବାବାସାହେବ ଆମ୍ବେଦକର ଦଳିତ ବର୍ଗର ଥିଲେ
							
ಸಮಾನಾರ್ಥಕ : ପଛୁଆ ବର୍ଗ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେଉଁ ବର୍ଗ ଉପରେ ଅତ୍ୟାଚାର କରାଯାଇଛି
							ಉದಾಹರಣೆ : 
							ଉତ୍ପୀଡ଼ିତ ବର୍ଗର ସମସ୍ୟା ଏବେ ମଧ୍ୟ ପୂର୍ବ ଭଳି ରହିଛି
							
ಸಮಾನಾರ್ಥಕ : ଉତ୍ପୀଡ଼ିତ ବର୍ଗ
ಇತರ ಭಾಷೆಗಳಿಗೆ ಅನುವಾದ :
वह वर्ग जो सताया गया हो।
उत्पीड़ित वर्ग की समस्याएँ अभी भी बरक़रार हैं।