ಅರ್ಥ : କୌଣସି ଟାଣୁଆ ବସ୍ତୁକୁ ହାତ ବା କୌଣସି ବସ୍ତୁରେ ବାରମ୍ବାର ଏପରି ଚାପଦେବା ଯାହା ଫଳରେ ସେହି ବସ୍ତୁ ଛୋଟଛୋଟ ଖଣ୍ଡ ହୋଇଯିବ
							ಉದಾಹರಣೆ : 
							ଭର୍ତ୍ତା ତିଆରି କରିବାପାଇଁ ଲଲିତା ସିଝା ଆଳୁକୁ ଚକଟୁଛି
							
ಸಮಾನಾರ್ಥಕ : ଚକଟିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ପାଣି ମିଶାଇ ହାତରେ ଦବାଇବା ବା ମକଚିବା
							ಉದಾಹರಣೆ : 
							ଭାଉଜ ଅଟା ଚକଟୁଛନ୍ତି
							
ಸಮಾನಾರ್ಥಕ : ଚକଟିବା, ମର୍ଦ୍ଦନକରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବାରମ୍ବାର ଯେପରି ଚାପଦେଲେ କୌଣସି ବସ୍ତୁ ବିକୃତ ହୋଇଯାଏ
							ಉದಾಹರಣೆ : 
							ସେ ସାପର ମୁଣ୍ଡକୁ ଦଳୁଛି
							
ಸಮಾನಾರ್ಥಕ : ଚକଟିବା, ଛେଚିବା, ମର୍ଦ୍ଦନ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :