ಅರ್ಥ : କୌଣସି ଦେବାଦେବୀଙ୍କୁ ସ୍ନାନ କରାଇବାପାଇଁ ବ୍ୟବହାର କରାଯାଉଥିବା ଥାଳି ଆକାରର ତମ୍ବା ବା ପିତଳ ପାତ୍ର
							ಉದಾಹರಣೆ : 
							ପୂଜାରୀ ଦିଅଁ ଗାଧୁଆ ଥାଳିରେ ପାଣିଭରି ସେଥିରେ ଠାକୁରଙ୍କୁ ସ୍ନାନ କରାଉଛନ୍ତି
							
ಇತರ ಭಾಷೆಗಳಿಗೆ ಅನುವಾದ :
किसी देवी-देवता को स्नान कराने के लिए थाली के आकार का तांबे या पीतल का पात्र।
पुजारीजी तरबहना में जल भरकर उसमें ठाकुरजी को स्नान करा रहे हैं।