ಅರ್ಥ : ଯାହାକୁ ଦେଖି ତା ଅନୁସାରେ କିଛି କରାଯାଏ ବା ତିଆରି କରାଯାଏ
							ಉದಾಹರಣೆ : 
							ବୈଜ୍ଞାନିକମାନେ ପକ୍ଷୀମାନଙ୍କୁ ନମୂନା ଭାବେ ନେଇ ଉଡ଼ାଜାହାଜ ନିର୍ମାଣ କରିଛନ୍ତି
							
ಸಮಾನಾರ್ಥಕ : ଆଦର୍ଶ, ଉଦାହରଣ, ଡିଜାଇନ, ନମୁନା, ନିଦର୍ଶନ
ಇತರ ಭಾಷೆಗಳಿಗೆ ಅನುವಾದ :
A model considered worthy of imitation.
The American constitution has provided a pattern for many republics.ಅರ್ಥ : କୌଣସି ବିଷୟକୁ ସ୍ପଷ୍ଟ ରୂପରେ ବଦଳାଇବା କିମ୍ବା ସିଦ୍ଧ କରିବାପାଇଁ କୌଣସି ଜଣାଶୁଣା ଅନ୍ୟ ବିଷୟର ଉଲ୍ଲେଖ
							ಉದಾಹರಣೆ : 
							ବିଷୟଗୁଡ଼ିକୁ ଉଦାହରଣ ଦେଇ ବୁଝାଇଲେ ଶୀଘ୍ର ବୁଝିହୁଏ
							
ಇತರ ಭಾಷೆಗಳಿಗೆ ಅನುವಾದ :