ಅರ್ಥ : କୌଣସି ସାମୟିକ ପତ୍ରିକା ବା ପୁସ୍ତକଆଦିର ବାର୍ଷିକ ବା ମାସିକ ମୂଲ୍ୟ
							ಉದಾಹರಣೆ : 
							ମୁଁ କାଦମ୍ବିନୀର ବାର୍ଷିକଦେୟ ଏପର୍ଯ୍ୟନ୍ତ ଦେଇନାହିଁ
							
ಸಮಾನಾರ್ಥಕ : ଚାନ୍ଦା
ಇತರ ಭಾಷೆಗಳಿಗೆ ಅನುವಾದ :
A payment for consecutive issues of a newspaper or magazine for a given period of time.
subscriptionಅರ್ಥ : ଅନ୍ୟଠାରୁ ପାଇବା ବା ପ୍ରାପ୍ତକରିବାକୁ ଥିବା ଟଙ୍କା
							ಉದಾಹರಣೆ : 
							ସାହୁକାର ସବୁ ମାସର ଏକ ତାରିଖରେ ହିଁ ପାଉଣା ନେବା ପାଇଁ ଘରେ ପହଞ୍ଚିଯାଆନ୍ତି
							
ಸಮಾನಾರ್ಥಕ : ପାଉଣା, ପ୍ରାପ୍ୟ ଧନ, ବାକି
ಇತರ ಭಾಷೆಗಳಿಗೆ ಅನುವಾದ :
A payment that is due (e.g., as the price of membership).
The society dropped him for non-payment of dues.