ಅರ್ಥ : ଝୁଲାଇବା କାମ ଅନ୍ୟ କାହାଦ୍ୱାରା କରାଇବା
							ಉದಾಹರಣೆ : 
							ରମା ଝୁଲାକୁ ମମତାଦ୍ୱାରା ଝୁଲାଇଲା
							
ಸಮಾನಾರ್ಥಕ : ଝୁଲାଇବା, ଦୋଳାୟମାନ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ହଲାଇବାର କାମ ଅନ୍ୟ କାହାଦ୍ୱାରା କରାଇବା
							ಉದಾಹರಣೆ : 
							ଆମ୍ବ ତୋଳାଇବାପାଇଁ ମାଲିକ ଚାକରଦ୍ୱାରା ଗଛ ହଲାଇଲେ
							
ಸಮಾನಾರ್ಥಕ : ହଲାଇବା
ಇತರ ಭಾಷೆಗಳಿಗೆ ಅನುವಾದ :
हिलाने का काम दूसरे से कराना।
आम तुड़वाने के लिए मालिक ने नौकर से पेड़ हिलवाया।ಅರ್ಥ : ହଲେଇବା
							ಉದಾಹರಣೆ : 
							ଶ୍ୟାମ ଫଳ ତୋଳିବା ପାଇଁ ଗଛକୁ ଦୋହଲାଉଛି
							
ಸಮಾನಾರ್ಥಕ : ଦୋହଲେଇବା, ହଲାଇବା, ହଲେଇବା
ಇತರ ಭಾಷೆಗಳಿಗೆ ಅನುವಾದ :
हरकत देना या कुछ ऐसा करना जिससे कुछ या कोई हिले या किसी को हिलने में प्रवृत्त करना।
श्याम फल तोड़ने के लिए पेड़ की डाली को हिला रहा है।