ಅರ್ಥ : ଗାଳିକରିବା ବା ଧମକ ଦେବା କ୍ରିୟା ବା ଭାବ
							ಉದಾಹರಣೆ : 
							ଘରଲୋକଙ୍କ ଗାଳିରେ ବିରକ୍ତ ହୋଇ ମୋହନ ଘର ଛାଡ଼ି ପଳାଇଲା
							
ಸಮಾನಾರ್ಥಕ : କଟୂବାଣୀ, ଗାଳି, ଭର୍ତ୍ସନା, ଶୋଧା
ಇತರ ಭಾಷೆಗಳಿಗೆ ಅನುವಾದ :
A severe scolding.
bawling out, castigation, chewing out, dressing down, earful, going-over, upbraidingಅರ್ಥ : ମନରେ ଡରଥାଇ ଉପରକୁ ପ୍ରକାଶ କରାଯାଉଥିବା ମିଛ କ୍ରୋଧ ବା ଏହି ପ୍ରକାର ଦିଆଯାଉଥିବା ଧମକି
							ಉದಾಹರಣೆ : 
							ମୁଁ ତୁମର ଧମକରେ ଡରୁ ନାହିଁ
							
ಇತರ ಭಾಷೆಗಳಿಗೆ ಅನುವಾದ :
मन में डरते हुए ऊपर से प्रकट किया जानेवाला बनावटी क्रोध या इसी प्रकार दी जानेवाली धमकी।
हम तुम्हारी गीदड़ भभकी से डरनेवाले नहीं।ಅರ್ಥ : ଗାଳିକରିବା କ୍ରିୟା
							ಉದಾಹರಣೆ : 
							ଏତେ ଗାଳି ପରେ ମଧ୍ୟ ରାମ ନିଜ ମନକୁ କରୁଛି
							
ಸಮಾನಾರ್ಥಕ : ଗାଳି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଜୋରରେ ପାଦ ରଖିବାର ଆବାଜ ବା ପଦଧ୍ୱନି
							ಉದಾಹರಣೆ : 
							ଘରମାଲିକର ଦୁମଦୁମ ପାଦଶବ୍ଦ ଶୁଣିକରି ଚୋର ପଳାଇଗଲେ
							
ಸಮಾನಾರ್ಥಕ : ଦୁମଦୁମ ପାଦଶବ୍ଦ
ಇತರ ಭಾಷೆಗಳಿಗೆ ಅನುವಾದ :