ಅರ್ಥ : ଯେ ଶବ୍ଦ, ବାକ୍ୟ ଆଦିର ଅବିକଳ ନକଲ କରେ
							ಉದಾಹರಣೆ : 
							ନିରୀକ୍ଷକ ନକଲକାରୀକୁ ପରୀକ୍ଷା କକ୍ଷରୁ ବାହାର କରିଦେଲେ
							
ಸಮಾನಾರ್ಥಕ : ଅନୁକରଣକାରୀ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେ କାହାରି ହାବ-ଭାବ,ସ୍ୱର ଆଦିର ନକଲ କରେ
							ಉದಾಹರಣೆ : 
							ସର୍କସରେ ଜଣେ ନକଲକାରୀ ନିଜ ସାଥୀମାନଙ୍କର ନକଲ କରୁଥିଲା
							
ಸಮಾನಾರ್ಥಕ : ନକଲଚୀ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେ କାହାରି ହାବଭାବ ଓ କଥାବାର୍ତ୍ତାକୁ ନକଲ କରେ
							ಉದಾಹರಣೆ : 
							ମାଙ୍କଡ଼ ବହୁତ ନକଲକାରୀ
							
ಸಮಾನಾರ್ಥಕ : ଅନୁକରଣକାରୀ
ಇತರ ಭಾಷೆಗಳಿಗೆ ಅನುವಾದ :