ಅರ್ಥ : କାହାରିକୁ ଚିହ୍ନିବାପାଇଁ ବ୍ୟବହୃତ ବା ଦିଆଯାଇଥିବା ଅଙ୍କ ବା ଅଙ୍କ ସମୂହ
							ಉದಾಹರಣೆ : 
							ଖେଳାଳୀଙ୍କପାଇଁ ଅଲଗା ଅଲଗା ଅଙ୍କ ନିର୍ଦ୍ଧାରିତ ହୋଇଥାଏ
							
ಸಮಾನಾರ್ಥಕ : ଅଙ୍କ
ಇತರ ಭಾಷೆಗಳಿಗೆ ಅನುವಾದ :
* किसी की पहचान के लिए प्रयुक्त या दिया गया अंक या अंक समूह।
खिलाड़ियों के लिए अलग-अलग अंक निर्धारित होते हैं।ಅರ್ಥ : କୌଣସି ପରୀକ୍ଷା ବା ପ୍ରତିଯୋଗିତାରେ ମିଳୁଥିବା ଯେଉଁ ସଂଖ୍ୟାଦ୍ୱାରା ପରୀକ୍ଷାର୍ଥୀ ବା ପ୍ରତିଯୋଗୀଙ୍କ ଶ୍ରେଷ୍ଠତା ବିଷୟରେ ଜାଣିହୁଏ
							ಉದಾಹರಣೆ : 
							ସେ ବାର୍ଷିକ ପରୀକ୍ଷାରେ ଚାରିଶହରୁ ତିନିଶହ ନମ୍ବର ରଖିଛିଭାରତ ଏହି ପ୍ରତିଯୋଗିତାରେ ଦଶ ଅଙ୍କ ପାଇ ଦ୍ୱିତୀୟ ସ୍ଥାନରେ ଅଛି
							
ಸಮಾನಾರ್ಥಕ : ଅଙ୍କ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଖେଳାଳୀମାନଙ୍କୁ ବାରମ୍ବାର ମିଳୁଥିବା ସୁଯୋଗ ଯାହା କୌଣସି କାମ କରିବାରେ ବା ଖେଳିବାରେ ମିଳେ
							ಉದಾಹರಣೆ : 
							ଏବେ ରାମର ପାଳି
							
ಇತರ ಭಾಷೆಗಳಿಗೆ ಅನುವಾದ :