ಅರ್ಥ : ଗୋଟିଏ ପୌରାଣିକ ଅସ୍ତ୍ର ଯାହା ବିଷୟରେ କୁହାଯାଏ ଯେ ଏହା ଆଧୁନିକ ବନ୍ଧୁକ ସହିତ ସମାନ ଥିଲା
							ಉದಾಹರಣೆ : 
							ନଳିକାରୁ ଗୁଳି ବା ଛୋଟଛୋଟ ତୀର ଛଡା ଯାଉଥିଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେଉଁ ନଳାରେ ମଇଳା ପାଣି ବହେ
							ಉದಾಹರಣೆ : 
							ଘରଗୁଡ଼ିକର ନଳାପାଣି ଗଳିରେ ଜମା ହେଲେ ବିଭିନ୍ନ ପ୍ରକାରର ରୋଗ ଉତ୍ପନ୍ନ ହୋଇଥାଏ
							
ಸಮಾನಾರ್ಥಕ : ନଳା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେଉଁ ଜଳମାର୍ଗରେ ବର୍ଷାପାଣି ବହେ
							ಉದಾಹರಣೆ : 
							ଲଗାଣ ବର୍ଷା ହେବାରୁ ନାଳଗୁଡ଼ିକ ଉଛୁଳି ପଡ଼ୁଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
A passage for water (or other fluids) to flow through.
The fields were crossed with irrigation channels.ಅರ್ಥ : ଏହି ବଡ଼ ନଳା ଯେଉଁଥିରେ ବର୍ଷା ପାଣି ବା ମଇଳା ପାଣିଆଦି ପ୍ରବାହିତ ହୁଏ
							ಉದಾಹರಣೆ : 
							ଏହି ନଳାର ପାଣି ସହରଠାରୁ ଦୂରରେ ଏକ ନଦୀରେ ଯାଇପଡ଼ିଛି
							
ಸಮಾನಾರ್ಥಕ : ନଳା
ಇತರ ಭಾಷೆಗಳಿಗೆ ಅನುವಾದ :