ಅರ್ಥ : ହସିକି କାହାର ଦୋଷ ବାହାର କରିବା ବା ତାହାର ନିନ୍ଦା କରିବା
							ಉದಾಹರಣೆ : 
							ରାମୁ ସବୁବେଳେ ଅନ୍ୟମାନଙ୍କୁ ଉପହାସ କରେ
							
ಸಮಾನಾರ್ಥಕ : ଉପହାସ କରିବା, ଦୋଷ ବାହାର କରିବା, ହସି ଉଡ଼ାଇବା
ಇತರ ಭಾಷೆಗಳಿಗೆ ಅನುವಾದ :
हँसते हुए किसी को निन्दित ठहराना या उसकी बुराई करना।
रामू हमेशा दूसरों का उपहास करता है।ಅರ್ಥ : ବେଇଜ୍ଜତ କରିବା
							ಉದಾಹರಣೆ : 
							ସେ ତା ଶଳାକୁ ବହୁତ ଗାଳି ଦେଲା
							
ಸಮಾನಾರ್ಥಕ : ଅପମାନ କରିବା, ଗାଳି ଦେବା, ବେଜିତ୍ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :